ଅଗ୍ନିବାଣ Agnibāṇa

  • ସଂ. ବି. (ମଧ୍ୟପଦଲୋପୀ) — ଅଗ୍ନିବର୍ଷଣକାରୀ ଶର — A fiery arrow; an arrow which showers fire
  • ସଂ. ବିଣ. (ଲକ୍ଷଣାର୍ଥ) — କ୍ରୋଧରେ ଅଗ୍ନିପରି ପ୍ରଚଣ୍ଡ; ଅତି କ୍ରୁଦ୍ଧ; — Fired with rage; fiery with anger