ଅଗ୍ନିବର୍ଣ୍ଣ Agnibarṇṇa

  • ସଂ. ବି. ( 6 ଷ୍ଠୀ ତତ୍) — ନିଆଁର ରଙ୍ଗ; ନାଲି ଓ ହଳଦିଆ ମିଶା ରଙ୍ଗ — Fieryred; colour of fire
  • ସଂ. ବିଣ. (ବହୁବ୍ରୀହି) — ଯାହାର ରଙ୍ଗ ଅଗ୍ନିପରି ହଳଦିଆ ମିଶା ନାଲି — Of fiery colour; reddish yellow
  • ସଂ. ବି. (ନାମ) — ସୂର୍ଯ୍ୟବଂଶୀୟ ରାଜା ସୁଦର୍ଶନଙ୍କ ପୁତ୍ର — name of a prince; son of king Sudarṡana
  • ସଂ. ବି. (ନାମ) — 2 ସୂର୍ଯ୍ୟବଂଶୀୟ କୁଶ ରାଜାଙ୍କ ପୁତ୍ର ଓ ରାମଙ୍କ ପୌତ୍ର — 2ସୂର୍ଯ୍ୟବଂଶୀୟ କୁଶ ରାଜାଙ୍କ ପୁତ୍ର ଓ ରାମଙ୍କ ପୌତ୍ର— 1. Name of a grandson of King Rama