ଅଗ୍ନିବର୍ଣ୍ଣା Agnibarṇṇā

  • ସଂ. ବିଣ. ସ୍ତ୍ରୀ. (ଅଗ୍ନିବର୍ଣ୍ଣ+ସ୍ତ୍ରୀ. ଆ) — ଅଗ୍ନିବର୍ଣ୍ଣର ସ୍ତ୍ରୀଲିଙ୍ଗ — Feminine of Agnibarṇṇā
  • ସଂ. ବି. ସ୍ତ୍ରୀ — ମଦ୍ୟବିଶେଷ — Name of a strong liquor