ଅଗ୍ନିପୁରାଣ Agnipurāṇa

  • ସଂ. ବି. (ମଧ୍ୟପଦଲୋପୀ କର୍ମଧା; ଅଗ୍ନିସମ୍ବନ୍ଧୀୟ ପୁରାଣ) — ଅଷ୍ଟାଦଶ ପୁରାଣ ମଧ୍ୟରୁ ଏକତମ— (ପୁରାଣ ତଳେ ନୋଟ ଦେଖ) — One of the eighteen mythological works of the Hindus