ଅଗ୍ନିଧ୍ର Agnidhra

  • ସଂ. ବି—(ନାମ) — ସ୍ନାୟମ୍ଭୂବ ମନୁଙ୍କ ନାତି ଓ ଜମ୍ବୁଦ୍ୱୀପ— ଅଧିପତି ପ୍ରିୟବ୍ରତ ରାଜାଙ୍କ ଜ୍ୟେଷ୍ଠପୁତ୍ର — Name of the eldest son of king Priyabrata
  • ସଂ. ବି—(ନାମ) — ଅଗ୍ନୀଧ୍ର (ଦେଖ) — 1. Agnīdhra (See)