ଅଗ୍ନିଧାନ Agnidhāna

  • ସଂ. ବି. (ଅଗ୍ନି+ଧା ଧାତୁ + ଅଧିକରଣେ. ଅନ) — ଯଜ୍ଞଶାଳା — The room where sacrificial fire is maintained
  • ସଂ. ବି. (ଅଗ୍ନି+ଧା ଧାତୁ + ଅଧିକରଣେ. ଅନ) — ଅଗ୍ନିହୋତ୍ର ଯଜ୍ଞ ଗୃହ — The room where Homa is performed