ଅଗ୍ନିଦେବା Agnidebā
- ସଂ. ବି. ସ୍ତ୍ରୀ. (ବହୁବ୍ରୀହି; ଅଗ୍ନି+ଦେବ+ଆ; ଅଗ୍ନି ଯାହାର ଅଧିଷ୍ଠାତ୍ରୀ ଦେବତା) — କୃତ୍ତିକା ନକ୍ଷତ୍ରପୁଞ୍ଜ — The constellation pleidas
- ଦେ. କ୍ରି. (ସଂ. ଅଗ୍ନି+ଦା ଧାତୁ) — କୌଣସି ବସ୍ତୁରେ ନିଆଁ ଲଗାଇବା — To set fire to a thing
- ଦେ. କ୍ରି. (ସଂ. ଅଗ୍ନି+ଦା ଧାତୁ) — ଶବରେ ମୁଖାଗ୍ନି ସଂଯୋଗ କରିବା — To set fire to a corpse at cremation