ଅଗ୍ନିଦୀପନ Agnidīpana
- ସଂ. ବି. ( 6 ଷ୍ଠୀ ତତ୍) — ନିଆଁ ଲଗାଇବା; ନିଆଁ ଜଳାଇବା — Ignition
- ସଂ. ବି. ( 6 ଷ୍ଠୀ ତତ୍) — କ୍ଷୁଧା ବୃଦ୍ଧି — Increase of digestive power
- ସଂ. ବି. ( 6 ଷ୍ଠୀ ତତ୍) — ବରୁଣ (ଗଛ) (ଦେଖ) — Baruṇn (tree) (See)
- ସଂ. ବିଣ — ଅଗ୍ନିଦୀପକ (ଦେଖ) — Agnidīpaka (See)