ଅଗ୍ନିଜିହ୍ୱ Agnijihwa
- ସଂ. ବି. ପୁଂ. (ବହୁବ୍ରୀହି; ଅଗ୍ନି+ଜିହ୍ୱା; ଅଗ୍ନି ଯାହାଙ୍କର ଜିହ୍ୱା ଅର୍ଥାତ୍ ଯେ ଅଗ୍ନିଦ୍ୱାରା ଭୋଜନ କରନ୍ତି ଅର୍ଥାତ୍ ଅଗ୍ନିରେ ଆହୁତି ଦେଲେ ଯେଉଁ ମାନେ ତୃପ୍ତ ହୁଅନ୍ତି।) ଦେବତା — Deity
- ସଂ. ବି. ପୁଂ. (ବହୁବ୍ରୀହି; ଅଗ୍ନି+ଜିହ୍ୱା; ଅଗ୍ନି ଯାହାଙ୍କର ଜିହ୍ୱା ଅର୍ଥାତ୍ ଯେ ଅଗ୍ନିଦ୍ୱାରା ଭୋଜନ କରନ୍ତି ଅର୍ଥାତ୍ ଅଗ୍ନିରେ ଆହୁତି ଦେଲେ ଯେଉଁ ମାନେ ତୃପ୍ତ ହୁଅନ୍ତି।) ଦେବଗଣ — The gods
- ସଂ. ବି. ପୁଂ. (ବହୁବ୍ରୀହି; ଅଗ୍ନି+ଜିହ୍ୱା; ଅଗ୍ନି ଯାହାଙ୍କର ଜିହ୍ୱା ଅର୍ଥାତ୍ ଯେ ଅଗ୍ନିଦ୍ୱାରା ଭୋଜନ କରନ୍ତି ଅର୍ଥାତ୍ ଅଗ୍ନିରେ ଆହୁତି ଦେଲେ ଯେଉଁ ମାନେ ତୃପ୍ତ ହୁଅନ୍ତି।) ବିଷ୍ଣୁ — God Bishṇu
- ସଂ. ବି. ପୁଂ. (ବହୁବ୍ରୀହି; ଅଗ୍ନି+ଜିହ୍ୱା; ଅଗ୍ନି ଯାହାଙ୍କର ଜିହ୍ୱା ଅର୍ଥାତ୍ ଯେ ଅଗ୍ନିଦ୍ୱାରା ଭୋଜନ କରନ୍ତି ଅର୍ଥାତ୍ ଅଗ୍ନିରେ ଆହୁତି ଦେଲେ ଯେଉଁ ମାନେ ତୃପ୍ତ ହୁଅନ୍ତି।) [ଦ୍ର—ବରାହ ଅବତାରରେ ବିଷ୍ଣୁଙ୍କ ଜିହ୍ୱା ଅଗ୍ନି ପରି ଜଳୁଥିବା କଥା ବରାହ ପୁରାଣରେ ଅଛି।]