ଅଗ୍ନିଜାଳ Agnijāḻa
- ସଂ. ବି. ( 6 ଷ୍ଠୀ ତତ୍; ଅଗ୍ନି+ଜାଳ) — ଅଗ୍ନିରାଶି — A mass or heap of fire
- ସଂ. ବି. ( 6 ଷ୍ଠୀ ତତ୍; ଅଗ୍ନି+ଜାଳ) — ଅଗ୍ନିଜାର (ଦେଖ) — Agnijāra (See)
- ଦେ. ବି — ମୋଟ, ସଳଖ ଓ ଟାଣୁଆ ଏବଂ 3/4 ଫୁଟ ପର୍ଯ୍ୟନ୍ତ ଉଚ୍ଚରେ ବଢ଼ିବା ଶାକଗୁଳ୍ମବିଶେଷ — ମୋଟ, ସଳଖ ଓ ଟାଣୁଆ ଏବଂ3/4ଫୁଟ ପର୍ଯ୍ୟନ୍ତ ଉଚ୍ଚରେ ବଢ଼ିବା ଶାକଗୁଳ୍ମବିଶେଷ—A herb; Vernonia (Haines)