ଅଗ୍ନିଚିତ୍ Agnichit

  • ସଂ. ବି. (ଉପପଦ ସମାସ; ଅଗ୍ନି+ଚି ଧାତୁ+କର୍ତ୍ତୃ. କ୍ୱିପ୍, —ଯେ ଅଗ୍ନି ଚୟନ କରେ) — ସାଗ୍ନିକ ବ୍ରାହ୍ମଣ; ଅଗ୍ନିହୋତ୍ରୀ; ଯେଉଁ ବ୍ରାହ୍ମଣ ବେଦୋକ୍ତ ବିଧିରେ ଘରେ ତ୍ର୍ୟଗ୍ନି ବା ପଞ୍ଚଗ୍ନି ସ୍ଥାପନ କରି ପ୍ରତିଦିନ ହୋମ କରନ୍ତି — A Brahmaṇa who performs the Vedic sacrifice daily
  • ସଂ. ବି. (ଉପପଦ ସମାସ; ଅଗ୍ନି+ଚି ଧାତୁ+କର୍ତ୍ତୃ. କ୍ୱିପ୍, —ଯେ ଅଗ୍ନି ଚୟନ କରେ) — ଅଗ୍ନ୍ୟାଧାନ (ଦେଖ) — Agnyādhāna (See)