ଅଗ୍ନିଚିତ୍ୟା Agnichityā

  • ସଂ. ବି. ସ୍ତ୍ରୀ. ( 6 ଷ୍ଠୀ ତତ୍; ଅଗ୍ନି+ଚି ଧାତୁ+ଭାବ. ଯ ଆ. ନିପାତନ) — ବୈଦିକ ବିଧିରେ ଗୃହରେ ହୋମାଗ୍ନି ରକ୍ଷା କରିବା — Maintenance of the sacrificial fire in one's home