ଅଗ୍ନିଗୃହ Agnigṛuha

  • ସଂ. ବି. ( 6 ଷ୍ଠୀ ତତ୍ ବା ମଧ୍ୟପଦଲୋପୀ କର୍ମଧା; ଅଗ୍ନିବିଶିଷ୍ଟ ଗୃହ) — ଅଗ୍ନିଶାଳା; ଯେଉଁ ଗୃହରେ ଯଜ୍ଞାଗ୍ନି ରକ୍ଷିତ ହୁଏ — A room in which the sacrificial fire is maintained
  • ସଂ. ବି. (ଆଧୁନିକ ପ୍ରୟୋଗ) — ବାଷ୍ପୀୟ କଳ ଆଦିର ଯେଉଁ କୋଠରୀରେ ନିଆଁ ଜଳାଯାଏ — Fire-chamber of a steam engine