ଅଗ୍ନିଗର୍ଭ Agnigarbha
- ସଂ. ବି. ( 6 ଷ୍ଠୀ ତତ୍) — ନିଆଁର ଭିତର — The interior of a fire
- ସଂ. ବି. ( 6 ଷ୍ଠୀ ତତ୍) — (ଯଥା—ଅଗ୍ନ୍ୟୁତ୍ସବରେ ଲୋକେ ଅଗ୍ନିଗର୍ଭକୁ ବାର୍ତ୍ତାକି ନିକ୍ଷେପ କରନ୍ତି।)
- ସଂ. ବିଣ—(ବହୁବ୍ରୀହି; ଅଗ୍ନି ଅଛି ଗର୍ଭରେ ଯାହାର) — ଅନ୍ତରାଗ୍ନିବିଶିଷ୍ଟ; ଯାହାର ଅଭ୍ୟନ୍ତରରେ ଅଗ୍ନି ଅଛି — Pregnant with fire; containing fire inside it
- ସଂ. ବି — ଅଗ୍ନିଜାର (ଦେଖ) — Agnijāra (See)
- ସଂ. ବି — ଶମୀ (ବୃକ୍ଷ) (ଦେଖ) — Ṡamī (tree) (See)
- ସଂ. ବି — ମହା ଜ୍ୟୋତିଷ୍ମତୀ (ଦେଖ) — Mahā jyotishmatī (See)
- ସଂ. ବି — ଚକମକି ପଥର — Flint stone
- ସଂ. ବି — ସୂର୍ଯ୍ୟକାନ୍ତ ମଣି — Sunstone
- ସଂ. ବି — ଜୁଳୁଜୁଳିଆ ପୋକ — Fire fly
- ସଂ. ବି — ବାଡ଼ବାଗ୍ନି ସମ୍ଭୂତ ଫେଣବତ୍ ବସ୍ତୁବିଶେଷ — Name of a frothy substance on the sea engendered by the submarine fire
- ସଂ. ବି — (ବିଜ୍ଞାନପରିଭାଷା) ଉଚ୍ଚପୃଷ୍ଠ ଗୋଲାକାର କାଚ; ଯାହାକୁ ସୂର୍ଯ୍ୟ କିରଣରେ ଧଇଲେ ତଳେ ନିଆଁ ପଡ଼େ; ସ୍ଥୂଳମଧ୍ୟଦୃଷ୍ଟି କାଚ — A convex lens