ଅଗ୍ନିଗର୍ଭା Agnigarbhā

  • ସଂ. ବିଣ. ସ୍ତ୍ରୀ (ଅଗ୍ନିଗର୍ଭ+ସ୍ତ୍ରୀ. ଆ) — ଅଗ୍ନିଗର୍ଭର ସ୍ତ୍ରୀଲିଙ୍ଗ — Feminine of Agnigarbha
  • ସଂ. ବି — ମହା ଜ୍ୟୋତିଷ୍ମତୀ (ଦେଖ) — Mahā jyotishmatī (See)