ଅଗ୍ନିଗର୍ତ୍ତ Agnigartta
- ସଂ. ବି. ( 6 ଷ୍ଠୀ ତତ୍) — ନିଆଁ ଖାତ; ଯେଉଁ ଗର୍ତ୍ତରେ ନିଆଁ ଜଳା ଯାଉଥାଏ — A hole or pit full of fire
- ସଂ. ବି. ( 6 ଷ୍ଠୀ ତତ୍) — [ଦ୍ର—ସର୍ପଦଷ୍ଟ ବ୍ୟକ୍ତିଠାରୁ ବିଷ ଝଡ଼ିବା ପାଇଁ ଲୋକେ ଗୋଟିଏ ଗାତ ଖୋଳି ସେଥିରେ ନିଆଁ ଜାଳନ୍ତି। ପରେ ଜଳନ୍ତା ନିଆଁ ଯାକ ଗର୍ତ୍ତରୁ କାଢ଼ି ପକାଇ, ଗର୍ତ୍ତର ଅଭ୍ୟନ୍ତର ଦେହ ସହିଲା ଭଳି ଗରମ ଥାଉଁ ଥାଉଁ ସେଥିରେ ସର୍ପଦଷ୍ଟ ବ୍ୟକ୍ତିକୁ ବସାଇ ରଖନ୍ତି।]