ଅଗ୍ନିକୁଢ଼ Agnikuṟḍ̠ẖa

  • ଦେ. ବି. (ସଂ. ଅଗ୍ନି+କୂଟ) — ନିଆଁଗଦା — A heap of fire
  • ଦେ. ବି. (ସଂ. ଅଗ୍ନି+କୂଟ) — ଅନେକ ଅଗ୍ନିକୁଢ଼ ଥାଇ / ଯେସନେ ପ୍ରଦୀପ ଲଗାଇ। ଭୂପତି, ପ୍ରେମପଞ୍ଚାମୃତ।