ଅଗ୍ନିକୁଳ Agnikuḻa
- ଦେ. ବି. (ନାମ) — ରାଜପୁତ ଜାତିର ଶାଖାବିଶେଷ — Name of a sect of the Rājputs
- ଦେ. ବି. (ନାମ) — ମୋ ଶିଖାରୁ ଜାତ ଯେଣୁ ହେବେ ବୀରେ / ବୋଲାଇବେ ତହୁଁ ଅଗ୍ନି କୁଳ ନାମେ। ରାଧାନାଥ, ମହାଯାତ୍ରା।
- ଦେ. ବି. (ନାମ) — [ଦ୍ର—କଥିତ ଅଛି ଯେ ଏମାନଙ୍କ ପୂର୍ବପୁରୁଷମାନେ ଅର୍ବୁଦ (ଆଗୁ) ପର୍ବତରେ ଋଷିମାନଙ୍କ ଦ୍ୱାରା ପ୍ରଜ୍ୱାଳିତ ଅଗ୍ନିକୁଣ୍ଡରୁ ଜାତ ହୋଇ ଥିଲେ। ଏହି ଅଗ୍ନିକୁଳ ରାଜପୁତମାନେ ଚାରି ଉପଶାଖାରେ ବିଭକ୍ତ। ଏମାନଙ୍କ ବାସସ୍ଥାନ ରାଜପୁତାନା।]