ଅଗ୍ନିକୁମାର Agnikumāra

  • ସଂ. ବି. ( 6 ଷ୍ଠୀ ତତ୍) — କାର୍ତ୍ତିକେୟ — The Deity Kārtikeya
  • ସଂ. ବି. ( 6 ଷ୍ଠୀ ତତ୍) — [ଏକ ପୁରାଣ ମତରେ ଅଗ୍ନିଦେବ ସପ୍ତର୍ଷିମାନଙ୍କ ଭାର୍ଯ୍ୟାମାନଙ୍କରୂପରେ ମୋହିତ ହେବାର ଜାଣି ପାରି ତାଙ୍କ ସ୍ତ୍ରୀ ସ୍ୱାହାଦେବୀ ଅରୁନ୍ଧତୀଙ୍କ ଛଡ଼ା ଅନ୍ୟ ଛଅ ଜଣ ଋଷିପତ୍ନୀଙ୍କରୂପ ଛଅ ଥର ଧାରଣ କରି ଅଗ୍ନିଙ୍କ ସହିତ ଛଅ ଥର ବିହାର କଲେ ଓ ଅଗ୍ନିଙ୍କ ବୀର୍ଯ୍ୟ କାଞ୍ଚନ କୁଣ୍ଡରେ ପଡ଼ିବାରୁ ସେହି ତେଜୋମୟ ରେତରୁ କାର୍ତ୍ତିକେୟ ଜନ୍ମିଲେ। ପୁରାଣାନ୍ତର ମତରେ ମହାଦେବ ପାର୍ବତୀଙ୍କ ସଙ୍ଗମ କରିବା ସମୟରେ ଅଗ୍ନି କପୋତରୂପ ଧାରଣ କରି ଲୁଚି ରହିଥିଲେ ଓ ମହାଦେବଙ୍କ ରେତ ସ୍ଖଳିତ ହେବାରୁ ପାର୍ବତୀ ତାହା ଧାରଣ କରିବାକୁ ଅସମର୍ଥ ହୋଇ ନିକ୍ଷେପ କରିବାରୁ ତାହା ଅଗ୍ନି ଧାରଣ କଲେ ଓ ଉକ୍ତ ରେତ କାର୍ତ୍ତିକେୟ ରୂପ ଧାରଣ କରି ଜନ୍ମ ହେଲା।]
  • ସଂ. ବି. ( 6 ଷ୍ଠୀ ତତ୍) — ଜୈନମାନଙ୍କର ଭବନବାସୀ ଦେବଗଣବିଶେଷ — Name of a class of Deities of the Jainas. (M.W.)
  • ସଂ. ବି. ( 6 ଷ୍ଠୀ ତତ୍) — ବୈଦ୍ୟ ଶାସ୍ତ୍ରୋକ୍ତ ଔଷଧବିଶେଷ — A particular preparation of various drugs (M.W.)