ଅଗ୍ନିକୁମାରୀ Agnikumarī

  • ଦେ. ବି. (ସଂ. ଅଗ୍ନିବତୀ) — ଔଷଧି ଗୁଳ୍ମବିଶେଷ; (ଏହା ଦେହରେ ବୋଳିଲେ ଦେହ ଜଳା ପୋଡ଼ା କରେ। ଏହା ବାଲିଆ ଭୂମିରେ ଜନ୍ମେ; ଉଚ୍ଚରେ ପ୍ରାୟ 2 ଇଞ୍ଚ) — ଔଷଧି ଗୁଳ୍ମବିଶେଷ; (ଏହା ଦେହରେ ବୋଳିଲେ ଦେହ ଜଳା ପୋଡ଼ା କରେ ଏହା ବାଲିଆ ଭୂମିରେ ଜନ୍ମେ; ଉଚ୍ଚରେ ପ୍ରାୟ2ଇଞ୍ଚ)— . A kind of herbarious plant; Grangea Maderaspatna
  • ଦେ. ବି. (ସଂ. ଅଗ୍ନିବତୀ) — ଯେଉଁ ସ୍ତ୍ରୀର ଦେହ ତମାମ ନିଆଁ ଜଳୁଥାଏ — A woman whose body is blazing
  • ଦେ. ବି. (ସଂ. ଅଗ୍ନିବତୀ) — ବାଳରେ ହୋଏ କାହା ପତନ, ବହନ୍ତି କି ଅଗ୍ନି ନର୍ତ୍ତନ। ଭଞ୍ଜ, ବୈଦେହୀଶବିଳାସ— 45 । — ବାଳରେ ହୋଏ କାହା ପତନ, ବହନ୍ତି କି ଅଗ୍ନି ନର୍ତ୍ତନ ଭଞ୍ଜ, ବୈଦେହୀଶବିଳାସ—45