ଅଗ୍ନିକଳା Agnikaḻā

  • ସଂ. ବି. ( 6 ଷ୍ଠୀ ତତ୍) — ପୁରାଣୋକ୍ତ ଅଗ୍ନିଦେବଙ୍କର ଦଶଗୋଟି ଅଙ୍ଗ ବା ଅବୟବ — The ten limbs of the God of fire according to Hindu mythology
  • ସଂ. ବି. ( 6 ଷ୍ଠୀ ତତ୍) — (ଦଶକଳା ଯଥା—ଧୂମ୍ର; ଅର୍ଚ୍ଚି; ଋକ୍ଷ୍ମା; ଜ୍ୱଳିନୀ; ଜ୍ୱାଳିନୀ; ବିଷ୍ଫୁଲିଙ୍ଗିନୀ; ସୁଶ୍ରୀ; ସୁରୂପା; କପିଳା; ହବ୍ୟକବ୍ୟ।)