ଅଗ୍ନିକଣ Agnikaṇa

  • ସଂ. ବି. ( 6 ଷ୍ଠୀ ତତ୍) — ଅଗ୍ନିର ସ୍ଫୁଲିଙ୍ଗ; ନିଆଁରୁ ଉଠିବା ଝୁଲ — Sparks of fire
  • ଗ୍ରା. ବି. (ସଂ. ଅଗ୍ନି ଓ କୋଣ) — ଅଗ୍ନିକୋଣ; ଦକ୍ଷିଣ ପୂର୍ବ କୋଣ — The South-Eastern Corner