ଅଗୁରୁଆ Aguruā
- ଦେ. ବିଣ. (ସଂ. ଅଗୁରୁ) — ଯେଉଁ ଲୋକର କେହି ଗୁରୁ ନାହିଁ; ଉପଦେଶକବିହୀନ, ଅଣଗୁରୁଆ — Preceptorless; (a person) having no preceptor
- ଦେ. ବିଣ. (ସଂ. ଅଗୁରୁ) — ସହଜ (ବିଦ୍ୟା) ପ୍ରାଣୀ ଜନ୍ମତଃ ଯେଉଁ ବିଦ୍ୟା ଜାଣେ ଓ ଯାହା ଶିକ୍ଷା ଦେବା ପାଇଁ ଗୁରୁ ଲୋଡ଼ା ହୁଏ ନାହିଁ — (an art) Which is not acquired from a teacher but got by instinct; innate
- ଦେ. ବିଣ. (ସଂ. ଅଗୁରୁ) — ଦେବତାଏ ବୋଇଲେ ଅଗୁରୁଆ ପାଠ / ତୁମ୍ଭର ସେ ଗୁରୁ ସେବାରେ ସପଠ। କୃଷ୍ଣସିଂହ, ମହାଭାରତ, ବନ।
- ଦେ. ବିଣ. (ସଂ. ଅଗୁରୁ) — ଯେଉଁ ବିଦ୍ୟା କୌଣସି ନିର୍ଦ୍ଦିଷ୍ଟ ଗୁରୁଙ୍କଠାରୁ ରୀତିମତେ ଶିକ୍ଷା କରାଯାଇ ନ ଥାଏ — (an art) Which a person has not regularly learnt from any particular teacher