ଅଗୁପତ Agupata
- ଗ୍ରା. ପଦ୍ୟ. ବିଣ. (ସଂ. ଅଗୁପ୍ତ) — ଯାହା ଗୁପ୍ତ ନୁହେ — Not concealed
- ଗ୍ରା. ପଦ୍ୟ. ବିଣ. (ସଂ. ଅଗୁପ୍ତ) — ଯାହା ଗୋପନୀୟ ନୁହେ; ପ୍ରକାଶ୍ୟ — Not fit to be concealed
- ଗ୍ରା. ପଦ୍ୟ. ବିଣ. (ସଂ. ଅଗୁପ୍ତ) — ଯେବେ ସେ ଅଗୁପତ ନୁହେଁ କୃଷ୍ଣ ମତେ, ତେବେ ତାହା କହିବା ହେଉ ତ ତୁରିତେ। କୃଷ୍ଣସିଂହ, ମହାଭାରତ, ଶାନ୍ତି ପର୍ବ।