ଅଗାଧୁଆ ଅପାଧୁଆ Agādhuā apādhuā

  • ଦେ. ବିଣ. (ସହଚର ଶବ୍ଦଦ୍ୱୟ) — ଅସ୍ନାତ — Unbathed
  • ଦେ. ବିଣ. (ସହଚର ଶବ୍ଦଦ୍ୱୟ) — ଯେ ଗାଧୋଇ ନାହିଁ ବା ଗୋଡ଼ ଧୋଇ ନାହିଁ — 1. (a person) Who has not bathed nor washed the feet