ଅଗସ୍ତ୍ୟସର Agastyasara

  • ସଂ. ବି — ହିନ୍ଦୁମାନଙ୍କର ତୀର୍ଥବିଶେଷ — Name of a sacred tank of the Hindus
  • ସଂ. ବି — ଅଗସ୍ତ୍ୟ ସରକୁ ଯେ ଦେଖିଯାଏ ନେତ୍ରେ / ତ୍ରିଦିନ ତହିଁ ଉପବାସରେ ସଂଯତେ। କୃଷ୍ଣସିଂହ, ମହାଭାରତ, ବନ।