ଅଗଲ୍ ବଗଲ୍ Agal bagal

  • ବୈଦେ. (ଫା)—କ୍ରି. ବିଣ — ଇତସ୍ତତଃ; ଏଣେତେଣେ — Here and there
  • ଅ — ଅନ୍ଯଥା — Otherwise
  • ବିଣ — ଅନିଶ୍ଚିତ; ଅଠିକଣା — Unsettled
  • ବିଣ — ସନ୍ଦିହାନ — Doubtful; doubting
  • ବିଣ — ଚଞ୍ଚଳଚିତ୍ତ — Fickle minded
  • ବିଣ — ଦ୍ୱିଧାଯୁକ୍ତ — Hesitating
  • ବିଣ — (ଯଥା—ଏ କଥା କରିବାକୁ ମୁଁ ଅଗଲ୍ ବଗଲ୍ ହେଉଛି।)
  • ବି — ଦ୍ୱୈଧୀଭାବ — Hesitancy
  • ବି — ସନ୍ଦେହ — Doubt
  • ବି — (ଯଥା—ମୋ ମନରେ ଅଗଲ୍ ବଗଲ୍ ପହଞ୍ଚିଛି।)
  • ବି — ସାମାନ୍ୟମାତ୍ର ବ୍ୟତିକ୍ରମ — Slight deviation
  • ବି — (ଯଥା—ତାଙ୍କ ଯବାବରେ ଅଗଲ୍ ବଗଲ୍ ନାହିଁ।)