ଅଗର୍ହିତ Agarhita

  • ସଂ. ବିଣ. (ଅ+ଗର୍ହିତ) — ଅନିନ୍ଦିତ — Blameless
  • ସଂ. ବିଣ. (ଅ+ଗର୍ହିତ) — ପ୍ରଶଂସିତ — Praiseworthy; praised
  • ଗ୍ରା. ବି — ଉପକାର — Benifit
  • ଗ୍ରା. ବି — ମଙ୍ଗଳ — Weal; good