ଅଗର୍ କଟଲ୍ Agar kaṭal

  • ଦେ. ବିଣ. (ସଂ. ଅଗ୍ର+କର୍ତ୍ତିତ) ଅଗକଟା (ଦେଖ) — Agakatā (See)
  • ଦେ. ବି. — ଯେଉଁ ବାଲେଶ୍ୱରୀ ଧୂଆଁପତ୍ରର ଅଗ କଟା ହୋଇଥାଏ; ଏକ ପ୍ରକାର ଉତ୍କୃଷ୍ଟ କଡ଼ା ଧୂଆଁପତ୍ର ବା ତମାଖୁ — A species of excellent tobacco imported to Orissa
  • ଦେ. ବି. — [ଦ୍ର—କ୍ଷେତ୍ରରେ ଥିଲାବେଳେ ଏ ଧୂଆଁପତ୍ର ଗଛର କଲି ଭାଙ୍ଗି ଦିଆ ଯାଇଥିବାରୁ ଗଛ ଶିଖରେ ଡେଙ୍ଗା ହୋଇ ନ ବଢ଼ି ଆୟତନରେ ବିସ୍ତୃତ ଓ ହୃଷ୍ଟପୁଷ୍ଟ ହୋଇଥାଏ।]