ଅଗରଜିଆ Agarajiā

  • ଦେ. ବିଣ. ପୁଂ. — ଯେଉଁ ବ୍ୟକ୍ତିର କୌଣସି ବିଷୟରେ ଗରଜ ପଡ଼ି ନ ଥାଏ — Not in want
  • ଦେ. ବିଣ. ପୁଂ. — ଯେ ଅଭାବଗ୍ରସ୍ତ ନୁହେଁ — Not needy