ଅଗରବତି Agarabati

  • ଦେ. ବି. (ସଂ. ଅଗୁରୁ+ବର୍ତ୍ତିକା) — ଉଦ୍ବତୀ; ସୁଗନ୍ଧ ପାଇଁ ଜଳାଯିବା ସରୁ କାଠି (ଏଥିରେ ଗୁଗ୍ଗୁଳ, ଚନ୍ଦନ ଆଦି ବଟା ହୋଇ ବୋଳା ହୋଇଥାଏ; ମୁଷଳମାନମାନେ ଏହାକୁ ଧୂପ ଦିଅନ୍ତି; ଏଥିରେ ନିଆଁ ଲଗାଇଲେ ସୁଗନ୍ଧ ଧୂଆଁ ବାହାରୁଥାଏ) — Fine twigs smeared with scents and emitting sweet-smelling smoke when lighted