ଅଗରଜା Agarajā

  • ଦେ. ବିଣ — ଯେଉଁ ଦୁଧ ଦୁହାଁ ହେଲା ପରେ ନିଆଁ ଉପରେ ଈଷଦୁଷ୍ଣ କରାଯାଇ ନ ଥାଏ — (milk) Which has not been warmed just after milking unwarmed
  • ଦେ. ବିଣ — [ଦ୍ର—ଦୁହାଁ ହେଲା ପରେ ଦୁଧକୁ ଟିକିଏ ଗରଜାଇ ଦେଲେ ବା ଈଷଦୁଷ୍ଣ କଲେ ତାହା ଅଗରଜା ଦୁଧ ଅପେକ୍ଷା ବେଶି ସମୟଯାଏ ଛିଣ୍ଡି ନ ଯାଇ ଅବିକୃତ ରହେ।]