ଅଗମଳା Agamaḻā
- ଦେ. ବିଣ — ଯେଉଁ ଧାନ ହଳାକୁ ବେଙ୍ଗଳା ନ ପକାଇ କେଣ୍ଡାର ଅଗକୁ ଗୋଡ଼ରେ ମଳି ଲୋକେ ତହିଁରୁ — [synonym(s):শিয্ঝাড়াअँगडा]ଧାନ ବାହାର କରନ୍ତି—(paddy sheaf) Which has been trodden upon by the feet and paddy grains separated thereby
- ଦେ. ବି. ଗୋଡ଼ରେ ଅଗ ମଳାଯାଇ ଧାନ ବାହାର କରି ନିଆ ଯାଇଥିବା ଶସ୍ୟହୀନ ଖୁଣ୍ଟା ନଡ଼ା — Straw from which paddy has been separaed by threading with the feet
- ଦେ. ବି. ବେଙ୍ଗଳା ନ ପକାଇ ଧାନ ହଳାକୁ ଗୋଡ଼ରେ ମଳି ତହିଁରୁ ଧାନ ପୃଥକ୍ କରିବା କର୍ମ — The operation of threading upon the paddy sheaf to separate the grains