ଅଗନ୍ତବ୍ୟ Agantabya
- ସଂ. ବିଣ. (ଅ+ଗନ୍ତବ୍ୟ) — ଗମନର ଅଯୋଗ୍ୟ; ଯହିଁରେ ଗମନ କରି ହୁଏ ନାହିଁ (ଯଥା—ପଥ) — Impassable
- ସଂ. ବିଣ. (ଅ+ଗନ୍ତବ୍ୟ) — ଯେଉଁଠାକୁ ଗମନ କରିବା ଅନୁଚିତ (ଯଥା—ସ୍ଥାନ) — (a place) Where one ought not to go
- ସଂ. ବିଣ. (ଅ+ଗନ୍ତବ୍ୟ) — ଯେଉଁ ବ୍ୟକ୍ତିର ସହବାସ କରିବା ନିଷିଦ୍ଧ — (a person) With whom a person is prohibited from having cohabitation
- ସଂ. ବିଣ. (ଅ+ଗନ୍ତବ୍ୟ) — ଯେଉଁ ତିଥିରେ କୌଣସି ଶୁଭ କାର୍ଯ୍ୟପାଇଁ ଅନୁକୂଳ କରିବା ଜ୍ୟୋତିଷଶାସ୍ତ୍ରରେ ନିଷିଦ୍ଧ — (a day) Which is inauspicious according to astrology for starting on a mission