ଅଗଛୀ Agachhī

  • ଦେ. ବିଣ. ସ୍ତ୍ରୀ — ଯେଉଁ ସ୍ତ୍ରୀଠାରେ ଅନ୍ୟ ବ୍ୟକ୍ତିର କୃତ କର୍ମକୁ ମିଥ୍ୟାରେ ଆରୋପ କରାଯାଏ — (a woman) To whom another person's doings are attributed
  • ଦେ. ବିଣ. ସ୍ତ୍ରୀ — ଅଗଛୀକୁ ଗଛେଇମା। ପ୍ରବଚନ।