ଅଗଖୁଣ୍ଟା Agakhuṇtā

  • ଦେ. ବି. (ସଂ. ଅଗ୍ର+ଓ. ଖୁଣ୍ଟିବା) — ଶସ୍ୟଗଛ (ଯଥା—ଧାନଗଛ) ଆଦିର ମୂଳଭାଗ ଭୂମିରେ ଥାଇ ଅଗ୍ରଭାଗରେ ଥିବା କେଣ୍ଡାମାନ ଛିଣ୍ଡାଯିବା — The cutting of the ears from the standing cornplants
  • ଦେ. ବିଣ. — ଅଗକଟା (ଦେଖ) — Agakatā (See)
  • ଦେ. ବିଣ. — ଯେଉଁ ଶସ୍ୟଗଛର ଅଗରୁ କେଣ୍ଡା ଛିଣ୍ଡାଇ ନିଆଯାଇ ଥାଏ — (corn plants) Having the ears cut off