ଅଖ୍ୟାତି Akhyāti

  • ସଂ. ବି. (ଅ+ଖ୍ୟାତି) — ଅପ୍ରଶଂସା; ନିନ୍ଦା — Blame
  • ସଂ. ବି. (ଅ+ଖ୍ୟାତି) — ଦୁର୍ନାମ; ଅପଯଶ — Evil repute; notoriety
  • ସଂ. ବି. (ଅ+ଖ୍ୟାତି) — ଅପବାଦ — Defamation