ଅଖ୍ୟାତନାମା Akhyātanāmā

  • ସଂ. ବିଣ. ପୁଂ. ଓ ସ୍ତ୍ରୀ. (ନଞ ତତ୍; ଅ+ଖ୍ୟାତନାମନ୍ 1 ମା 1 ବ.) — ଅଜ୍ଞାତନାମା; ଅପ୍ରସିଦ୍ଧ; ସଂସାରରେ ଯାହା ନାଆଁ ପଡ଼ୁନାହିଁ — Unknown to fame; unrenowned