ଅଖିଳଜନନୀ Akshiḻaj̄ananī

  • ସଂ. ବି. ( 6 ଷ୍ଠୀ ତତ୍) — ବ୍ରହ୍ମାଣ୍ଡର ମାତା — The Mother of the whole Universe
  • ସଂ. ବି. ( 6 ଷ୍ଠୀ ତତ୍) — ଲକ୍ଷ୍ମୀ — Goddess Lakshmī
  • ସଂ. ବି. ( 6 ଷ୍ଠୀ ତତ୍) — ରାଧିକା — An epithet of Rādhikā
  • ସଂ. ବି. ( 6 ଷ୍ଠୀ ତତ୍) — ସମଗ୍ର ଜଗତର ମାତୃଗଣ — The motherhood or the whole body of the mothers of the Universe
  • ସଂ. ବି. ( 6 ଷ୍ଠୀ ତତ୍) — ପୃଥିବୀ — The earth
  • ସଂ. ବି. ( 6 ଷ୍ଠୀ ତତ୍) — ଅଖିଳ ଜନନୀ ନାସା ମୃଗମଦ କଲୀଟି। କବିସୂର୍ଯ୍ୟ, କିଶୋରୀ ଚମ୍ପୂ, ଣ. ଗୀତ।