ଅଖାଈ ନାନୀ Akhāī nānī

  • ଦେ. ବି. (ସ୍ତ୍ରୀ) — (ବ୍ୟଙ୍ଗ) ବହ୍ୱାହାରକାରିଣୀ ସ୍ତ୍ରୀ। — (Ironical) Gluttonous woman
  • ଦେ. ବି. (ସ୍ତ୍ରୀ) — (ବ୍ୟଙ୍ଗ) ଯେଉଁ ସ୍ତ୍ରୀ ଗୋପନରେ ପୂର୍ଣ୍ଣ ଭୋଜନ କରି, କିଛି ଖାଇ ନାହିଁ ବୋଲି ବାହାରେ ଦେଖାଇ ହୁଏ। — (Ironical) A woman who after having her fill pretends that she has not had her meal
  • ଦେ. ବି. (ସ୍ତ୍ରୀ) — ଅଖାଈ ନାନୀ ସରୁକାଟେଣୀ, ବସି ଥାଇ ଚୁଲି ମୁଣ୍ଡେ ଘଇତାପାଖରେ ଶକେଇ ହୁଏ, ମୁଁ କିଛି ଦେଇ ନାହିଁ ତୁଣ୍ଡେ। ହାସ୍ୟତରଙ୍ଗ।