ଅଖଣ୍ଡିତ Akhaṇḍita

  • ସଂ. ବିଣ—(ଅ+ଖଣ୍ଡିତ) — ଅବିଭକ୍ତ; ଯାହା ଖଣ୍ଡିଆ ନୁହେଁ — Undivided; unbroken
  • ସଂ. ବିଣ—(ଅ+ଖଣ୍ଡିତ) — ଅଳକ ତଳ ଅଖଣ୍ଡିତ ରୋଚନା ରେଖ। କବିସୂର୍ଯ୍ୟ, କିଶୋରୀ ଚମ୍ପୂ, ର ଗୀତ।
  • ସଂ. ବିଣ—(ଅ+ଖଣ୍ଡିତ) — ଯାହା ମଝିରେ ଲୁପ୍ତ ବା କଟା ହୋଇନାହିଁ। — Not cut in the middle
  • ସଂ. ବିଣ—(ଅ+ଖଣ୍ଡିତ) — ଧାରାବାହିକ — Continuous
  • ସଂ. ବିଣ—(ଅ+ଖଣ୍ଡିତ) — ଅକାଟ୍ୟ — Unrefuted
  • ସଂ. ବିଣ—(ଅ+ଖଣ୍ଡିତ) — ଅନାହତ — Unhurt; uninjured
  • ସଂ. ବିଣ—(ଅ+ଖଣ୍ଡିତ) — ପୂର୍ଣ୍ଣ — Full; complete