ଅଖଣ୍ଡିତବାହୁ Akhaṇḍita bāhu

  • ସଂ. ବିଣ. (ଜ୍ୟାମିତି ପରିଭାଷା—ବହୁବ୍ରୀହି) — ଯେଉଁ କ୍ଷେତ୍ରର ବାହୁ ବିଭକ୍ତ ବା ଖଣ୍ଡିଆ ନୁହେ — (Geometry) (a figure) Of which the sides are not broken; regular (figure)