ଅଖଣ୍ଡିତ ପତ୍ର Akhaṇḍita patra

  • ସଂ. ବି. (ଉଦ୍ଭିଦବିଜ୍ଞାନ ପରିଭାଷା—କର୍ମଧା) — ଯେଉଁ ପତ୍ରର ଚାରି ପାଖ ଗୋଲ ହୋଇ ବୁଲି ଥାଏ; ଯେଉଁ ପତ୍ରର ଦାଢ଼ ଖଣ୍ଡିଆ ନୁହେଁ; ଯେଉଁ ପତ୍ରର ଧଡ଼ି ଡେମ୍ଫ ପାଖରେ ଭିତରକୁ ପଶିଯାଇ ନଥାଏ; (ଯଥା—ଆମ୍ବ, ପଣସ, ଗୋଲାପ, ଡିମ୍ବିରି) — (Botany) A leaf which is not grooved at the edges; a leaf having circular edge
  • ସଂ. ବିଣ. (ଉଦ୍ଭିଦବିଜ୍ଞାନ ପରିଭାଷା—ବହୁବ୍ରୀହି) — ଯେଉଁ ବୃକ୍ଷ ଲତାଦିର ପତ୍ରର ଦାଢ଼ ଖଣ୍ଡିଆ ନୁହେ। — (Botany) Trees and creepers having round or oval leaves