ଅଖଣ୍ଡମଣ୍ଡଳ Akhaṇḍamaṇḍaḻa

  • ସଂ. ବି. (କର୍ମଧା) — ଯେଉଁ ବୃତ୍ତର ପରିଧିର କୌଣସି ଠାରେ ଖଣ୍ଡିତ ବା ଛିଣ୍ଡା ହୋଇନାହିଁ। — An unbroken circle
  • ସଂ. ବି. (କର୍ମଧା) — ପୂର୍ଣ୍ଣବୃତ୍ତ; ସମ୍ପୂର୍ଣ୍ଣରୂପେ ଗୋଲ ମୁଣ୍ଡୁଳା। — A complete circle
  • ସଂ. ବିଣ. — ପୂର୍ଣ୍ଣ ବୃତ୍ତାକୃତିବିଶିଷ୍ଟ — Perfectly circular