ଅଖଣ୍ଡମଣ୍ଡଳାକାର Akhaṇḍamaṇḍalākāra

  • ସଂ. ବିଣ. (ବହୁବ୍ରୀହି; ଅଖଣ୍ଡ ମଣ୍ଡଳ+ଆକାର) — ପୂର୍ଣ୍ଣଭାବରେ ଗୋଲ। — Perfectly spherical
  • ସଂ. ବିଣ. (ବହୁବ୍ରୀହି; ଅଖଣ୍ଡ ମଣ୍ଡଳ+ଆକାର) — ଯହିଁର ପରିଧି ଖଣ୍ଡିତ ହୋଇନାହିଁ। — Consisting of an unbroken circle
  • ସଂ. ବି. (କର୍ମଧା) — ପୂର୍ଣ୍ଣ ବୃତ୍ତାକୃତି — A perfectly spherical shape