ଅଖଣ୍ଡନ Akhaṇḍana
- ସଂ. ବି. (ଅ+ଖଣ୍ଡନ) — ଅମେଣ୍ଟଣ — Non-refutation
- ସଂ. ବି. (ଅ+ଖଣ୍ଡନ) — ଅଲଙ୍ଘନ — Non-transgression
- ସଂ. ବି. (ଅ+ଖଣ୍ଡନ) — (ନିରାକାର ଥିବାରୁ ଯାହା ବିଭକ୍ତ କରା ଯାଇ ନପାରେ) ପରମାତ୍ମା। — The Supreme Soul pervading the Universe
- ସଂ. ବିଣ. (ବହୁବ୍ରୀହି) — ଅଖଣ୍ଡ; ଅବିଭକ୍ତ। — Undivided; unbroken
- ସଂ. ବିଣ. (ବହୁବ୍ରୀହି) — ଅକ୍ଷୟ — Inexhaustible
- ସଂ. ବିଣ. (ବହୁବ୍ରୀହି) — ଅଖଣ୍ଡନୀୟ (ଦେଖ) — Akhaṇḍanīya (See)