ଅଖଣ୍ଡ ରାଜ୍ୟ Akhaṇḍa rājya
- ସଂ. ବି. (କର୍ମଧା) — ଯେଉଁ ରାଜ୍ୟରେ ରାଜାଙ୍କର କେହି ପ୍ରତିଦ୍ୱନ୍ଦୀ ବା ସିଂହାସନପାଇଁ ଦାବୀଦାର ନାହିଁ — Sovereignty having no rival claimant
- ସଂ. ବି. (କର୍ମଧା) — ଯେଉଁ ରାଜ୍ୟର ସୀମା ମଧ୍ୟରେ ଅନ୍ୟ କାହାରି ରାଜ୍ୟ ନାହିଁ। — Kingdom running without any break
- ସଂ. ବି. (କର୍ମଧା) — ଅନବଚ୍ଛିନ୍ନ ରାଜତ୍ୱ — Continuous or unbroken reign