ଅଖ ଧରିବା Akha dharibā

  • ପ୍ରାଦେ. (କଟକ) କ୍ରି — ଅଖ ପାଇଁ କାଠ ଆଣି ତାକୁ ହାଣି ଓ ତଞ୍ଛାତଞ୍ଛି କରି ଚକରେ ଲାଗିଲା ଭଳି କରିବା; ଅଖ ଗଢ଼ିବା — To cut and plane a piece of wood into the required shape for an axle tree
  • ପ୍ରାଦେ. (କଟକ) କ୍ରି — ଦେ. କ୍ରି—କୌଣସି ବଦ ଅଭ୍ୟାସର ବଶବର୍ତ୍ତୀ ହେବା। — To acquire a bad habit
  • ପ୍ରାଦେ. (କଟକ) କ୍ରି — ଦେ. କ୍ରି—ଛଳନା କରିବା — To put forth an excuse