ଅକ୍ସ୍ଫୋର୍ଡ Aksphoṟḍ̠

  • ବୈଦେ. ବି. (ନାମ) — ଇଂଲଣ୍ଡର ଗୋଟିଏ ସାୟାର ବା ଜିଲ୍ଲା ଏବଂ ତହିଁର ପ୍ରଧାନ ନଗରର ନାମ। — Oxford, name of a Shire and town in England
  • ବୈଦେ. ବି. (ନାମ) — [ଦ୍ର—ଏହି ନଗରରେ ବିଶ୍ୱବିଖ୍ୟାତ ବିଶ୍ୱବିଦ୍ୟାଳୟ ଅଛି। ଏହା ଟେମ୍ସ ନଦୀ କୂଳରେ ଓ ଲଣ୍ଡନର ଉତ୍ତରପଶ୍ଚିମରେ ଅବସ୍ଥିତ; ପ୍ରାଚୀନ ଭାରତବର୍ଷରେ ବାରାଣସୀ ବା କାଶୀ ପରି ଇଂଲଣ୍ଡରେ ଏହା ବିଦ୍ୟାଲୋଚନାର ଗୋଟିଏ ପ୍ରଧାନ କେନ୍ଦ୍ର ଅଟେ।]