ଅକ୍ସିଜେନ୍ Aksijen

  • ବୈଦେ. ବି. (ଇଂ) — ଅମ୍ଳଜାନ ବାଷ୍ପ। — Oxygen
  • ବୈଦେ. ବି. (ଇଂ) — [ଦ୍ର—ଏହା ଜଳର ଏବଂ ବାୟୁର ଗୋଟିଏ ପ୍ରଧାନ ଉପାଦାନ; 1 ଭାଗ ଅକ୍ସିଜେନ୍ ଓ 2 ଭାଗ ହାଇଡ୍ରୋଜେନ୍ର ରାସାୟନିକ ମିଶ୍ରଣରେ ଜଳ ଉତ୍ପନ୍ନ ହୁଏ। ଏହି ବାଷ୍ପର ବିଶେଷ ଦାହିକା ଶକ୍ତି ଅଛି। ବାୟୁରେ ଏହି ବାଷ୍ପ ମିଶି ଥିବାରୁ ବାୟୁ ସାହାଯ୍ୟରେ ନିଆଁ ଜଳେ। ସାଧାରଣତଃ ବାୟୁରେ ଶତକରା 21 ଭାଗ ଅକ୍ସିଜେନ ଅଛି।] — [ଦ୍ର—ଏହା ଜଳର ଏବଂ ବାୟୁର ଗୋଟିଏ ପ୍ରଧାନ ଉପାଦାନ;1ଭାଗ ଅକ୍ସିଜେନ୍ ଓ2ଭାଗ ହାଇଡ୍ରୋଜେନ୍ର ରାସାୟନିକ ମିଶ୍ରଣରେ ଜଳ ଉତ୍ପନ୍ନ ହୁଏ ଏହି ବାଷ୍ପର ବିଶେଷ ଦାହିକା ଶକ୍ତି ଅଛି ବାୟୁରେ ଏହି ବାଷ୍ପ ମିଶି ଥିବାରୁ ବାୟୁ ସାହାଯ୍ୟରେ ନିଆଁ ଜଳେ ସାଧାରଣତଃ ବାୟୁରେ ଶତକରା21ଭାଗ ଅକ୍ସିଜେନ ଅଛି]